ସାଲେପୁର ଵଟେସ୍ୱର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ମକର ମେଳା ବା ମାନସିକ ମେଳା ବେଶ ଧୁମଧାମରେ ପାଳିତ

ସାଲେପୁର : ସାଲେପୁର ଵଟେସ୍ୱର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ମକର ମେଳା ବା ମାନସିକ ମେଳା ବେଶ ଧୁମଧାମରେ ପାଳିତ ହେଉଛି l ଶ୍ରଦ୍ଧାଳୁ ମାନେ ପୁଣ୍ୟତୋୟା ଚିତ୍ରୋପଳା ନଦୀରେ ବୁଡ଼ ପକାଇ ମା ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି । ବିଶେଷ କରି ଏହି ଦିନ ନିଜ ନିଜ ର ବିବାହ ବ୍ରତ ରେ ଲାଗି ଥିବା ସାମଗ୍ରୀ ନଦୀ ରେ ବିସର୍ଜନ କରି ମା ଙ୍କୁ ଦର୍ଶନ କଲେ ବହୁ ଶୁଭ ହୋଇଥାଏ ବୋଲି ପୁର୍ବରୁ ରହି ଆସିଚି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)