ବ୍ରାଉନସୁଗାର ଜବତ, ପୋଲିସ ତଦନ୍ତ ଜାରି

ଅକ୍ଷର ବ୍ୟୁରୋ : ୧୦ତାରିଖରୁ ପୋଲିସପ୍ରଶାସନ ପକ୍ଷରୁ କଡାଚେକିଂ ଚାଲିଥିବା ବେଳେ ସାଲେପୁର ପୋଲିସ ବି କଡାଚେକିଂରୁ ବଡ଼ ସଫଳତା ହାସଲ କରିଛି l ବ୍ରାଉନସୁଗାର ଜବତ କରିବା ସହିତ ଦୁଇଜଣଙ୍କୁ ଅଟକ ରଖି ସାଲେପୁର ପୋଲିସ ତଦନ୍ତ କରୁଛି। କଟକ ଜିଲ୍ଲା ସାଲେପୁର ଥାନା ସାଲେପୁର ଶିଶୁଆ ନିକଟବର୍ତ୍ତୀରେ ଥିବା ଧବଳେଶ୍ୱର ମନ୍ଦିର ପାଖରେ ଦୁଇଜଣଙ୍କୁ ସଂନ୍ଦେହେରୁ ତଲାଶି କରିବାରୁ ୬ଗ୍ରାମର ବ୍ରାଉନସୁଗାର ଜବତ ସହିତ ବାସୁଦେବାୟପୁର ଗାଁର ଆନନ୍ଦ ପୁଝାରି ଓ ଚୌଦ୍ୱାରଅଞ୍ଚଳର ସଞ୍ଜୟ କୁମାର ବେହେରା ଙ୍କୁ ସାଲେପୁର ପୋଲିସ ଅଧିକ ତଦନ୍ତ କରିବା ସହ ଦୁଇଜଣଙ୍କୁ କୋର୍ଟ ଫରୱାର୍ଡ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)