ବାହାମାସରେ ଭୟାବହ ବିମାନ ଦୁର୍ଘଟଣା: ଛୋଟ ବିମାନ ଭୂପତିତ, ୧୦ ଜଣଙ୍କର ମୃତ୍ୟୁ; ଫ୍ଲେମିଙ୍ଗୋ ଏୟାରର ଉଡ଼ାଣ ସ୍ଥଗିତ

ଅକ୍ଷର ବ୍ୟୁରୋ: ବାହାମାସରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟାବହ ଦୁର୍ଘଟଣା ପରେ ସରକାର ସୁରକ୍ଷା ଦୃଷ୍ଟିରୁ…

Read More

ଓଡ଼ିଶା କ୍ୟାଡରରେ ପୁଣି ଇସ୍ତଫା ଝଟକା: DCP ଜଗମୋହନ ମୀନାଙ୍କ ପରେ ଚାକିରି ଛାଡ଼ିଲେ IPS ପ୍ରୋବେସନର ସି.ଏ. ରାମଦାସ

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫା ଚର୍ଚ୍ଚା ଥମି ନଥିବାବେଳେ ଓଡ଼ିଶା କ୍ୟାଡରରୁ ପୁଣି ଆସିଛି ଆଉ ଏକ ବଡ଼ ଖବର। ୨୦୨୫ ବ୍ୟାଚର…

Read More

ଜଟଣୀରେ ବିଭତ୍ସ ହତ୍ୟାକାଣ୍ଡ: ଧାରୁଆ ଅସ୍ତ୍ରରେ ଇଲେକ୍ଟ୍ରିସିଆନଙ୍କୁ ହାଣି ହତ୍ୟା, ୩ ଜଣଙ୍କୁ ଅଟକ ରଖି ଜେରା

ଅକ୍ଷର ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ଖୁଦୁପୁର ଛକରେ ବିଳମ୍ବିତ ରାତିରେ ଜଣେ ଇଲେକ୍ଟ୍ରିସିଆନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା…

Read More

ଭିଜିଲାନ୍ସ ଜାଲରେ ନାଚୁଣୀ ଥାନା ASI ଅକ୍ଷୟ ସେଠୀ: ଲାଞ୍ଚ ନେଇ ଫେରାର ପରେ ଶେଷରେ ଗିରଫ

ଅକ୍ଷର ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ସହକାରୀ ଉପ-ନିରୀକ୍ଷକ (ASI) ଅକ୍ଷୟ କୁମାର ସେଠୀ। ଲାଞ୍ଚ ଦାବି ଓ ଗ୍ରହଣ ମାମଲାରେ…

Read More

ଜାତୀୟ ରାଜପଥ-୧୪୯ରେ ଭୟଙ୍କର ଦୁର୍ଘଟଣା: ହାଇୱା-ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, ଚାଳକଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ-୧୪୯ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସମଲ ଥାନା ଅଧୀନ ସରଧାପୁର ନିକଟରେ ଏକ…

Read More

ଇସ୍କନର ଅଦିନିଆ ରଥଯାତ୍ରାକୁ କଡ଼ା ବିରୋଧ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବ ଶ୍ରୀମନ୍ଦିର ପରିଚାଳନା କମିଟି

ଅକ୍ଷର ବ୍ୟୁରୋ: ବିଦେଶରେ ଇସ୍କନ ପକ୍ଷରୁ ଅ-ତିଥିରେ ଆୟୋଜିତ ହେଉଥିବା ରଥଯାତ୍ରାକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ…

Read More

କୋରାପୁଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ୍‌ର ମୁହାଁମୁହିଁ ଧକ୍କାରେ ୨ ମୃତ, ଜଣେ ଗୁରୁତର

ଅକ୍ଷର ବ୍ୟୁରୋ: କୋରାପୁଟ ଜିଲ୍ଲାରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୋରାପୁଟ ସଦର ଥାନା ଅନ୍ତର୍ଗତ ଡଲିଆମ୍ବ ବ୍ରିଜ୍ ନିକଟରେ ଦୁଇଟି ବାଇକ୍‌…

Read More

ଆଜି ଅଣସର ଏକାଦଶୀ: ଦଶମୂଳ ମୋଦକ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି

ଅକ୍ଷର ବ୍ୟୁରୋ: ଅଣସରରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଆଜି ପବିତ୍ର ଅଣସର ଏକାଦଶୀ ଅବସରରେ ଦଶମୂଳ…

Read More

ଆଜି କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ପ୍ରଥମ ବନ୍ୟାଜଳ; ୮ ଗେଟ୍‌ରେ ଜଳ ନିଷ୍କାସନ, ନଦୀକୂଳବର୍ତ୍ତୀଙ୍କୁ ସତର୍କ ସୂଚନା

ଅକ୍ଷର ବ୍ୟୁରୋ: ଚଳିତ ବର୍ଷ ହୀରାକୁଦ ଡ୍ୟାମରୁ ଛାଡ଼ାଯାଇଥିବା ପ୍ରଥମ ବନ୍ୟାଜଳ ଆଜି କଟକର ମୁଣ୍ଡଳୀରେ ପହଞ୍ଚିବ। ହୀରାକୁଦରୁ ନିଷ୍କାସିତ ଜଳ ଧୀରେ ଧୀରେ ତଳମୁଣ୍ଡ ଅଞ୍ଚଳକୁ…

Read More

ବାଲେଶ୍ୱରରେ ଦୁଃସାହସିକ ATM ଲୁଟ୍: କାରରେ ବାନ୍ଧି ଘୋଷାରି ନେଇ ଲୁଟିଲେ ଲକ୍ଷାଧିକ ଟଙ୍କା, CCTVରେ କଏଦ ଦୃଶ୍ୟ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଦୁଃସାହସିକ ଲୁଟ୍। ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଏକ ଏଟିଏମ୍‌କୁ ଟାର୍ଗେଟ୍ କରି ବିଳମ୍ବିତ…

Read More
Social media & sharing icons powered by UltimatelySocial